411 REFERENCE · Wikibooks
Odia/Numbers
Reference material by Wikibooks contributors. This retains its source identity and is not 411 news reporting.
English Numerals Odia Numerals Spelling of Odia Numerals 0 ୦ ଶୂନ 1 ୧ ଏକ 2 ୨ ଦୁଇ 3 ୩ ତିନି 4 ୪ ଚାରି 5 ୫ ପାଞ୍ଚ 6 ୬ ଛଅ 7 ୭ ସାତ 8 ୮ ଆଠ 9 ୯ ନଅ 10 ୧୦ ଦଶ 11 ୧୧ ଏଗାର 12 ୧୨ ବାର 13 ୧୩ ତେର 14 ୧୪ ଚଉଦ 15 ୧୫ ପନ୍ଦର 16 ୧୬ ଷୋହଳ 17 ୧୭ ସତର 18 ୧୮ ଅଠର 19 ୧୯ ଉଣେଇଶି 20 ୨୦ କୋଡ଼ିଏ 21 ୨୧ ଏକୋଇଶି 22 ୨୨ ବାଇଶି 23 ୨୩ ତେଇଶି 24 ୨୪ ଚବିଶି 25 ୨୫ ପଚିଶି 26 ୨୬ ଛବିଶି 27 ୨୭ ସତେଇଶି 28 ୨୮ ଅଠେଇଶି 29 ୨୯ ଅଣତିରିଶି 30 ୩୦ ତିରିଶି 31 ୩୧ ଏକତିରିଶି 32 ୩୨ ବତିଶି 33 ୩୩ ତେତିଶି 34 ୩୪ ଚଉତିରିଶି 35 ୩୫ ପଇଁତିରିଶି 36 ୩୬ ଛତିଶି 37 ୩୭ ସଇଁତିରିଶି 38 ୩୮ ଅଠତିରିଶି 39 ୩୯ ଅଣଚାଳିଶି 40 ୪୦ ଚାଳଶି 41 ୪୧ ଏକଚାଳଶି 42 ୪୨ ବୟାଳିଶି 43 ୪୩ ତେୟାଳିଶି 44 ୪୪ ଚଉରାଳିଶି 45 ୪୫ ପଇଁଚାଳିଶି 46 ୪୬ ଛୟାଳିଶି 47 ୪୭ ସତଚାଳିଶି 48 ୪୮ ଅଠଚାଳିଶି 49 ୪୯ ଅଣଚାଶ 50 ୫୦ ପଚାଶ
Read Odia Number Counting